ରାଜଧାନୀ ‘ବାହ୍ୟ ମଳମୁକ୍ତ ସହର’ ନା ଏକ ପ୍ରହସନ : ଶତାଧିକ ଶୌଚାଳୟରେ ତାଲା

ବହୁ ପାଇଖାନା ଅଚଳ, ରକ୍ଷଣା‌ବେକ୍ଷଣ ହେଉନି, କାମ କରୁନି ଇ-ଟଏଲଟ୍‌ରେ ଇଲେକ୍ଟ୍ରିକ୍ ସିଷ୍ଟମ୍‌ ଭୁବନେଶ୍ବର: ୨୦୧୮ ଡିସେମ୍ବରରେ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳ ବାହ୍ୟ ମଳମୁକ୍ତ ସହର (ଓଡିଏଫ୍‌) ଭାବେ ଘୋଷଣା ହୋଇଥିଲା। ସହରର ସବୁ ସ୍ଥାନରେ ଶୌଚାଳୟ ହୋଇଛି। ସହରବାସୀଙ୍କ ଶୌଚ ଲାଗି ଗଳି କନ୍ଦିରେ ବ୍ୟବସ୍ଥା କରାଯାଇଛି। ସବୁ ସ୍କୁଲରେ ଶୌଚାଳୟ, ରାସ୍ତାପାର୍ଶ୍ବରେ ପବ୍ଲିକ ଟଏଲେଟ୍‌, ବସ୍ତି ନିକଟରେ କମ୍ପ୍ୟୁନିଟି ଟଏଲେଟ୍‌ ହୋଇଥିବା ନେଇ ବିଏମ୍‌ସି … Continue reading ରାଜଧାନୀ ‘ବାହ୍ୟ ମଳମୁକ୍ତ ସହର’ ନା ଏକ ପ୍ରହସନ : ଶତାଧିକ ଶୌଚାଳୟରେ ତାଲା